or_tn/1jn/04/17.md

2.3 KiB
Raw Permalink Blame History

Because of this, this love has been made perfect among us, so that we will have confidence

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ଏହାର କାରଣରୁ” [୧ ଯୋହନ ୪:୧୬] (../୦୪/୧୬.md)ର ପୂର୍ବ ପଦକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ଯେକେହି ଈଶ୍ବରଙ୍କଠାରେ ପ୍ରେମରେ ରହେ ଏବଂ ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ରହେ, ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ସମ୍ପୁର୍ଣ୍ଣ କରିଛନ୍ତି” କିମ୍ବା ) “ଏହାର କାରଣରୁ” “ଆମ୍ଭମାନଙ୍କ ବିଶ୍ବାସ ରହିଛି”କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଅଟୁ ଯେ ଈଶ୍ବର ସେହି ଦିନ ଆମ୍ଭମାନଙ୍କୁ ସ୍ବୀକାର କରିବେ ଯେଉଁ ଦିନ ସେ ସମସ୍ତଙ୍କର ବିଚାର କରିବେ, ତେଣୁ ଆମ୍ଭେମାନେ ଜାଣୁ ଯେ ସେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ପ୍ରେମ ପୂର୍ଣ୍ଣ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

this love has been made perfect among us

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ସମ୍ପୁର୍ଣ୍ଣ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)

because as he is, just so are we in this world

କାରଣ ଯେଉଁ ସମ୍ପର୍କ ଯୀଶୁଙ୍କର ଈଶ୍ବରଙ୍କ ସହିତ ରହିଅଛି ସେହି ସମ୍ପର୍କ ଏହି ଜଗତରେ ଈଶ୍ବରଙ୍କ ସହିତ ଆମ୍ଭମାନଙ୍କର ଅଛି