or_tn/1jn/04/16.md

1.3 KiB
Raw Permalink Blame History

God is love

ଏହା ଏକ ରୂପକ ଅଟେ ଯାହାର ଅର୍ଥ “ଈଶ୍ବରଙ୍କ ସ୍ବଭାବ ପ୍ରେମ ଅଟେ ।” ଦେଖ ଏହାକୁ [୧ ଯୋହନ ୪:୮] (../୦୪/୦୮.md)ରେ ତୁମେ କିପରି ଅନୁବାଦ କରିଅଛ. (ଦେଖ: rc://*/ta/man/translate/figs-metaphor)

the one who remains in this love

ଯେଉଁମାନେ ଅନ୍ୟମାନଙ୍କୁ ପ୍ରେମ କରନ୍ତି

remains in God, and God remains in him

ଯେକୌଣସି ବ୍ୟକ୍ତି ସହିତ ଲାଗି ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା. ଦେଖ “ଈଶ୍ବରଙ୍କ ସହିତ ରହିବା” [୧ଯୋହନ୨:୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହିତ ସହଭାଗିତାରେ ରହିବା” କିମ୍ବା “ଈଶ୍ବରଙ୍କ ସହିତ ସଂଯୁକ୍ତ ହେବା, ଏବଂ ଈଶ୍ବର ତାହାଙ୍କ ସହିତ ସଂଯୁକ୍ତ ହୁଅନ୍ତି” (ଦେଖ: rc://*/ta/man/translate/figs-metaphor)