# God is love ଏହା ଏକ ରୂପକ ଅଟେ ଯାହାର ଅର୍ଥ “ଈଶ୍ବରଙ୍କ ସ୍ବଭାବ ପ୍ରେମ ଅଟେ ।” ଦେଖ ଏହାକୁ [୧ ଯୋହନ ୪:୮] (../୦୪/୦୮.md)ରେ ତୁମେ କିପରି ଅନୁବାଦ କରିଅଛ. (ଦେଖ: [[rc://*/ta/man/translate/figs-metaphor]]) # the one who remains in this love ଯେଉଁମାନେ ଅନ୍ୟମାନଙ୍କୁ ପ୍ରେମ କରନ୍ତି # remains in God, and God remains in him ଯେକୌଣସି ବ୍ୟକ୍ତି ସହିତ ଲାଗି ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା. ଦେଖ “ଈଶ୍ବରଙ୍କ ସହିତ ରହିବା” [୧ଯୋହନ୨:୬] (../୦୨/୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହିତ ସହଭାଗିତାରେ ରହିବା” କିମ୍ବା “ଈଶ୍ବରଙ୍କ ସହିତ ସଂଯୁକ୍ତ ହେବା, ଏବଂ ଈଶ୍ବର ତାହାଙ୍କ ସହିତ ସଂଯୁକ୍ତ ହୁଅନ୍ତି” (ଦେଖ: [[rc://*/ta/man/translate/figs-metaphor]])