or_tn/1jn/04/12.md

876 B
Raw Permalink Blame History

God remains in us

ଯେକୌଣସି ବ୍ୟକ୍ତି ସହିତ ରହିବାର ଅର୍ଥ ତାହାଙ୍କ ସହଭାଗିତାରେ ଲାଗି ରହିବା । ଦେଖ “ଈଶ୍ବରଙ୍କ ସହିତ ରହିବା” [୧ ଯୋହନ :୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” କିମ୍ବା “ଈଶ୍ବର ଆମ୍ଭମାନଙ୍କ ସହିତ ମିଳିତ ହୋଇ ରହିବେ” (ଦେଖ: rc://*/ta/man/translate/figs-metaphor)

his love is perfected in us

ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ଠାରେ ସଫଳ ହୋଇଅଛି