or_tn/1jn/04/12.md

8 lines
876 B
Markdown
Raw Permalink Normal View History

2020-11-19 00:15:53 +00:00
# God remains in us
ଯେକୌଣସି ବ୍ୟକ୍ତି ସହିତ ରହିବାର ଅର୍ଥ ତାହାଙ୍କ ସହଭାଗିତାରେ ଲାଗି ରହିବା । ଦେଖ “ଈଶ୍ବରଙ୍କ ସହିତ ରହିବା” [୧ ଯୋହନ :୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” କିମ୍ବା “ଈଶ୍ବର ଆମ୍ଭମାନଙ୍କ ସହିତ ମିଳିତ ହୋଇ ରହିବେ” (ଦେଖ: [[rc://*/ta/man/translate/figs-metaphor]])
# his love is perfected in us
ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ଠାରେ ସଫଳ ହୋଇଅଛି