or_tn/1jn/04/10.md

1.0 KiB

In this is love

ଈଶ୍ବର ଆମ୍ଭମାନଙ୍କୁ ପ୍ରକୃତ ପ୍ରେମ କ’ଣ ଅଟେ ଦେଖାଇଲେ

he sent his Son to be the propitiation for our sins

ଏଠାରେ “ପ୍ରୟଶ୍ଚିତ” ଶଦ୍ଦ ପାପ ବିରୁଦ୍ଧରେ ଈଶ୍ବରଙ୍କ କ୍ରୋଧ ସନ୍ତୁଷ୍ଟ କରିବା ନିମନ୍ତେ କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ । ଏହି ଶଦ୍ଦ ଏକ କ୍ରିୟା ରୁପକ ଶଦ୍ଦ ସହିତ ଅନୁବାଦ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ପୁତ୍ରଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରେରଣ କଲେ ଯାହା ଆମ୍ଭମାନଙ୍କ ପାପ ସକାଶେ ତାହାଙ୍କ କ୍ରୋଧକୁ ସନ୍ତୁଷ୍ଟ କରିଅଛି” (ଦେଖ: rc://*/ta/man/translate/figs-abstractnouns)