or_tn/1jn/04/10.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# In this is love
ଈଶ୍ବର ଆମ୍ଭମାନଙ୍କୁ ପ୍ରକୃତ ପ୍ରେମ କ’ଣ ଅଟେ ଦେଖାଇଲେ
# he sent his Son to be the propitiation for our sins
ଏଠାରେ “ପ୍ରୟଶ୍ଚିତ” ଶଦ୍ଦ ପାପ ବିରୁଦ୍ଧରେ ଈଶ୍ବରଙ୍କ କ୍ରୋଧ ସନ୍ତୁଷ୍ଟ କରିବା ନିମନ୍ତେ କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ । ଏହି ଶଦ୍ଦ ଏକ କ୍ରିୟା ରୁପକ ଶଦ୍ଦ ସହିତ ଅନୁବାଦ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ପୁତ୍ରଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରେରଣ କଲେ ଯାହା ଆମ୍ଭମାନଙ୍କ ପାପ ସକାଶେ ତାହାଙ୍କ କ୍ରୋଧକୁ ସନ୍ତୁଷ୍ଟ କରିଅଛି” (ଦେଖ: [[rc://*/ta/man/translate/figs-abstractnouns]])