or_tn/1jn/04/04.md

1.7 KiB
Raw Permalink Blame History

dear children

ଯୋହନ ଜଣେ ପ୍ରଚୀନ ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କୁ ଆପଣା ପ୍ରେମ ପ୍ରକାଶ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ :୧] (..//୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମେମାନେ ମୋହର ନିଜ ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: rc://*/ta/man/translate/figs-metaphor)

have overcome them

ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ବାସ କର ନାହିଁ

the one who is in you is

ଈଶ୍ବର, ଯେ ତୁମ୍ଭମାନଙ୍କଠାରେ ଅଛନ୍ତି,

the one who is in the world

ଦୁଇଟି ସମ୍ଭବପର ଅର୍ଥଗୁଡିକ ୧) ଏହା ଶୟତାନକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଶୟତାନ, ଯେ ଜଗତେ ଅଛି” କିମ୍ବା “ଶୟତାନ, ଯେ ସେମାନଙ୍କ ଦ୍ବାରା କାର୍ଯ୍ୟ କରେ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ । ଅନ୍ୟ ଏକ ଅନୁବାଦରେ: “ଜାଗତିକ ଶିକ୍ଷକମାନେ” (ଦେଖ: rc://*/ta/man/translate/figs-metonymy)