# dear children ଯୋହନ ଜଣେ ପ୍ରଚୀନ ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କୁ ଆପଣା ପ୍ରେମ ପ୍ରକାଶ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ ୨:୧] (../୦୨/୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମେମାନେ ମୋହର ନିଜ ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: [[rc://*/ta/man/translate/figs-metaphor]]) # have overcome them ଭଣ୍ଡ ଶିକ୍ଷକମାନଙ୍କୁ ବିଶ୍ବାସ କର ନାହିଁ # the one who is in you is ଈଶ୍ବର, ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, # the one who is in the world ଦୁଇଟି ସମ୍ଭବପର ଅର୍ଥଗୁଡିକ ୧) ଏହା ଶୟତାନକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଶୟତାନ, ଯେ ଜଗତେ ଅଛି” କିମ୍ବା “ଶୟତାନ, ଯେ ସେମାନଙ୍କ ଦ୍ବାରା କାର୍ଯ୍ୟ କରେ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ । ଅନ୍ୟ ଏକ ଅନୁବାଦରେ: “ଜାଗତିକ ଶିକ୍ଷକମାନେ” (ଦେଖ: [[rc://*/ta/man/translate/figs-metonymy]])