or_tn/1jn/03/intro.md

19 lines
3.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ୧ମ ଯୋହନ ୦୩ ସାଧାରଣ ଟିପ୍ପଣୀ
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟ
### ଈଶ୍ବରଙ୍କ ସନ୍ତାନଙଗଣ
ଈଶ୍ବର ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି , କିନ୍ତୁ ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ସନ୍ତାନ ହୋଇ ପାରିବେ । (ଦେଖ: [[rc://*/tw/dict/bible/kt/believe]])
### କୟିନ
କୟିନ ପ୍ରଥମ ମନୁଷ୍ୟ, ଆଦମ, ଓ ପ୍ରଥମ ନାରୀ, ହବାଙ୍କ, ପ୍ରଥମ ପୁତ୍ର ଥିଲେ । ସେ ତାହାର ଭାଇକୁ ଈର୍ଷା କଲା ଏବଂ ତାହାକୁ ହତ୍ୟା କଲା । ପାଠକମାନେ ହୁଏତ ଜଣିପାରିବେ ନାହିଁ କୟିନ କିଏ ଥିଲା ଯଦି ସେମାନେ ଆଦିପୁସ୍ତକ ପାଠ କରିନଥିବେ । ଏହା ସେମାନକୁ ସାହାଯ୍ୟ କରିପାରେ ଯଦି ତୁମେ ସେମାନଙ୍କୁ ଏହା ବର୍ଣ୍ଣନା କରି କହିବ
## ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟ ଅଟେ ।
### “ଜାଣିବାକୁ”
ଏହି ଅଧ୍ୟାୟରେ “ଜାଣିବାକୁ” କ୍ରିୟା ଶଦ୍ଦ ଦୁଇଟି ଭିନ୍ନ ଭିନ୍ନ ମାଧ୍ୟମରେ ବ୍ୟବହାର କରାଯାଇଅଛି । ଅନେକ ସମୟରେ ସତ୍ୟ ବିଷୟ ଜାଣିବା ଅର୍ଥରେ ଏହାକୁ ବ୍ୟବାହାର କରାଯାଇଅଛି, ଯେପରିକି ୩:, ୩:୫, ଏବଂ ୩:୧୯ । କେତେକ ସମୟରେ ଏହାର ଅର୍ଥ କୌଣସି ବ୍ୟକ୍ତି ବା କିଛି ବିଷୟକୁ ଅନୁଭବ କରିବା ଏବଂ ବୁଝିବା ଅର୍ଥରେ ବ୍ୟବହାର କରାଯାଇଅଛି, ଯେପରିକି ୩:୧, ୩:୧୬, ଏବଂ ୩: । କେତେକ ଭାଷାଗୁଡିକରେ ଏହି ଦୁଇଟି ଅର୍ଥ ନିମନ୍ତେ ଭିନ୍ନ ଭିନ୍ନ ଶବ୍ଦ ରହିଅଛି ।
### ଯେଉଜଣ ଈଶ୍ବରଙ୍କ ଆଜ୍ଞା ପାଳନ କରେ ସେ ତାହାଙ୍କଠାରେ ରହେ, ଏବଂ ଈଶ୍ବର ତାହାଙ୍କ ଠାରେ ରହନ୍ତି ।
ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଏହା ଈଶ୍ବରଙ୍କ ଇଚ୍ଛାରେ ରହିବା ବିଷୟରେ ଏବଂ ଏହା ଉଦ୍ଧାର ହେବା ବିଷୟରେ ନୁହେ । (ଦେଖ: [[rc://*/tw/dict/bible/kt/eternity]] ଏବଂ [[rc://*/tw/dict/bible/kt/save]])