or_tn/1jn/03/intro.md

3.0 KiB
Raw Permalink Blame History

୧ମ ଯୋହନ ୦୩ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟ

ଈଶ୍ବରଙ୍କ ସନ୍ତାନଙଗଣ

ଈଶ୍ବର ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି , କିନ୍ତୁ ଲୋକମାନେ କେବଳ ଯୀଶୁଙ୍କଠାରେ ବିଶ୍ବାସ କରିବା ଦ୍ବାରା ଈଶ୍ବରଙ୍କ ସନ୍ତାନ ହୋଇ ପାରିବେ । (ଦେଖ: rc://*/tw/dict/bible/kt/believe)

କୟିନ

କୟିନ ପ୍ରଥମ ମନୁଷ୍ୟ, ଆଦମ, ଓ ପ୍ରଥମ ନାରୀ, ହବାଙ୍କ, ପ୍ରଥମ ପୁତ୍ର ଥିଲେ । ସେ ତାହାର ଭାଇକୁ ଈର୍ଷା କଲା ଏବଂ ତାହାକୁ ହତ୍ୟା କଲା । ପାଠକମାନେ ହୁଏତ ଜଣିପାରିବେ ନାହିଁ କୟିନ କିଏ ଥିଲା ଯଦି ସେମାନେ ଆଦିପୁସ୍ତକ ପାଠ କରିନଥିବେ । ଏହା ସେମାନକୁ ସାହାଯ୍ୟ କରିପାରେ ଯଦି ତୁମେ ସେମାନଙ୍କୁ ଏହା ବର୍ଣ୍ଣନା କରି କହିବ

ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟ ଅଟେ ।

“ଜାଣିବାକୁ”

ଏହି ଅଧ୍ୟାୟରେ “ଜାଣିବାକୁ” କ୍ରିୟା ଶଦ୍ଦ ଦୁଇଟି ଭିନ୍ନ ଭିନ୍ନ ମାଧ୍ୟମରେ ବ୍ୟବହାର କରାଯାଇଅଛି । ଅନେକ ସମୟରେ ସତ୍ୟ ବିଷୟ ଜାଣିବା ଅର୍ଥରେ ଏହାକୁ ବ୍ୟବାହାର କରାଯାଇଅଛି, ଯେପରିକି ୩:, ୩:୫, ଏବଂ ୩:୧୯ । କେତେକ ସମୟରେ ଏହାର ଅର୍ଥ କୌଣସି ବ୍ୟକ୍ତି ବା କିଛି ବିଷୟକୁ ଅନୁଭବ କରିବା ଏବଂ ବୁଝିବା ଅର୍ଥରେ ବ୍ୟବହାର କରାଯାଇଅଛି, ଯେପରିକି ୩:୧, ୩:୧୬, ଏବଂ ୩: । କେତେକ ଭାଷାଗୁଡିକରେ ଏହି ଦୁଇଟି ଅର୍ଥ ନିମନ୍ତେ ଭିନ୍ନ ଭିନ୍ନ ଶବ୍ଦ ରହିଅଛି ।

ଯେଉଜଣ ଈଶ୍ବରଙ୍କ ଆଜ୍ଞା ପାଳନ କରେ ସେ ତାହାଙ୍କଠାରେ ରହେ, ଏବଂ ଈଶ୍ବର ତାହାଙ୍କ ଠାରେ ରହନ୍ତି ।

ଅନେକ ବିଦ୍ବାନମାନେ ବିଶ୍ବାସ କରନ୍ତି ଯେ ଏହା ଈଶ୍ବରଙ୍କ ଇଚ୍ଛାରେ ରହିବା ବିଷୟରେ ଏବଂ ଏହା ଉଦ୍ଧାର ହେବା ବିଷୟରେ ନୁହେ । (ଦେଖ: [[rc:///tw/dict/bible/kt/eternity]] ଏବଂ [[rc:///tw/dict/bible/kt/save]])