or_tn/1jn/03/08.md

16 lines
1.2 KiB
Markdown

# is from the devil
ଶୟତାନଠାରେ ରହିବା କିମ୍ବା “ଶୟତାନ ସଦୃଶ ହେବା”
# from the beginning
ଏହା ମନୁଷ୍ୟ ପାପ ନ କରିବା ପୂର୍ବରୁ ସୃଷ୍ଟିର ପ୍ରାରମ୍ଭିକ ସମୟକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ସୃଷ୍ଟିର ଆରମ୍ଭ ସମୟ ଠାରୁ” (ଦେଖ: [[rc://*/ta/man/translate/figs-metonymy]])
# the Son of God was revealed
ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ପୁତ୍ରଙ୍କୁ ପ୍ରକାଶିତ କଲେ” (ଦେଖ: [[rc://*/ta/man/translate/figs-activepassive]])
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://*/ta/man/translate/guidelines-sonofgodprinciples]])