or_tn/1jn/03/08.md

1.2 KiB

is from the devil

ଶୟତାନଠାରେ ରହିବା କିମ୍ବା “ଶୟତାନ ସଦୃଶ ହେବା”

from the beginning

ଏହା ମନୁଷ୍ୟ ପାପ ନ କରିବା ପୂର୍ବରୁ ସୃଷ୍ଟିର ପ୍ରାରମ୍ଭିକ ସମୟକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ସୃଷ୍ଟିର ଆରମ୍ଭ ସମୟ ଠାରୁ” (ଦେଖ: rc://*/ta/man/translate/figs-metonymy)

the Son of God was revealed

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କ ପୁତ୍ରଙ୍କୁ ପ୍ରକାଶିତ କଲେ” (ଦେଖ: rc://*/ta/man/translate/figs-activepassive)

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: rc://*/ta/man/translate/guidelines-sonofgodprinciples)