or_tn/1jn/03/07.md

12 lines
1.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Dear children
ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କ ପ୍ରତି ଆପଣା ପ୍ରେମ ପ୍ରକାଶ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ :୧] (..//୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋହର ନିଜର ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: [[rc://*/ta/man/translate/figs-metaphor]])
# do not let anyone lead you astray
ଏଠାରେ “ତୁମ୍ଭମାନଙ୍କୁ ବିପଥଗାମୀ କରିଅଛନ୍ତି” ଯାହା ସତ୍ୟ ନୁହେ ସେଥିରେ ବିଶ୍ବାସ କରିବା ନିମନ୍ତେ କେହିଜଣେ ପ୍ରବର୍ତ୍ତାଇବା ନିମନ୍ତେ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “କେହିହେଲେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ସୁଯୋଗ ଦିଅ ନାହିଁ” କିମ୍ବା “ତୁମ୍ଭମାନଙ୍କୁ କେହି ପ୍ରତାରଣା କରିବା ନିମନ୍ତେ ସୁଯୋଗ ଦିଅ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# The one who does righteousness is righteous, just as Christ is righteous
ସେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଯାହା ଉପଯୁକ୍ତ ତାହା କରେ ଯେପରି ଖ୍ରୀଷ୍ଟ ଈଶ୍ବରଙ୍କୁ ସନ୍ତୁଷ୍ଟ କରନ୍ତି ।