or_tn/1jn/03/07.md

1.9 KiB
Raw Permalink Blame History

Dear children

ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କ ପ୍ରତି ଆପଣା ପ୍ରେମ ପ୍ରକାଶ କରିବା ନିମନ୍ତେ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ :୧] (..//୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋହର ନିଜର ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: rc://*/ta/man/translate/figs-metaphor)

do not let anyone lead you astray

ଏଠାରେ “ତୁମ୍ଭମାନଙ୍କୁ ବିପଥଗାମୀ କରିଅଛନ୍ତି” ଯାହା ସତ୍ୟ ନୁହେ ସେଥିରେ ବିଶ୍ବାସ କରିବା ନିମନ୍ତେ କେହିଜଣେ ପ୍ରବର୍ତ୍ତାଇବା ନିମନ୍ତେ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “କେହିହେଲେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ସୁଯୋଗ ଦିଅ ନାହିଁ” କିମ୍ବା “ତୁମ୍ଭମାନଙ୍କୁ କେହି ପ୍ରତାରଣା କରିବା ନିମନ୍ତେ ସୁଯୋଗ ଦିଅ ନାହିଁ” (ଦେଖ: rc://*/ta/man/translate/figs-metaphor)

The one who does righteousness is righteous, just as Christ is righteous

ସେ ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଯାହା ଉପଯୁକ୍ତ ତାହା କରେ ଯେପରି ଖ୍ରୀଷ୍ଟ ଈଶ୍ବରଙ୍କୁ ସନ୍ତୁଷ୍ଟ କରନ୍ତି ।