8 lines
1.6 KiB
Markdown
8 lines
1.6 KiB
Markdown
# remains in him
|
||
|
||
ଜଣେ ବ୍ୟକ୍ତିଙ୍କ ସହିତ ଲାଗି ରହିବାର ଅର୍ଥ ତାହାଙ୍କ ସହଭାଗିତାରେ ରହିବା । ଦେଖ [୧ ଯୋହନ ୨:୬] (../୦୨/୦୬.md) ରେ “ଈଶ୍ବରଙ୍କଠାରେ ରହିବା”କୁ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସହିତ ସହଭାଗିତାରେ ରହିବା” ଓ “ତାହାଙ୍କ ସହିତ ରହିବା” (ଦେଖ: [[rc://*/ta/man/translate/figs-metaphor]])
|
||
|
||
# No one ... has seen him or known him
|
||
|
||
ଯୋହନ “ଦେଖିବା” ଏବଂ “ଜ୍ଞାତ” ଶବ୍ଦସମୁହର ଏହା କହିବା ନିମନ୍ତେ ବ୍ୟବହାର କରନ୍ତି ଯେ ଯେଉଁ ବ୍ୟକ୍ତି ପାପ କରେ ସେ କଦାପି ଆତ୍ମିକ ଦୃଷ୍ଟିରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହୋଇ ପାରିବ ନାହିଁ । ଜଣେ ବ୍ୟକ୍ତି ତାହାର ପାପମୟ ସ୍ବଭାବ ଅନୁସାରେ ବ୍ୟବହାର କରି ଖ୍ରୀଷ୍ଟଙ୍କୁ ଜାଣି ପାରେ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଣେ କେହି..... କେବେହେଁ ତାହାଙ୍କଠାରେ ସତ୍ୟତାରେ ବିଶ୍ବାସ କରିପାରିବ ନାହିଁ” (ଦେଖ: [[rc://*/ta/man/translate/figs-doublet]])
|