or_tn/1jn/03/06.md

1.6 KiB
Raw Blame History

remains in him

ଜଣେ ବ୍ୟକ୍ତିଙ୍କ ସହିତ ଲାଗି ରହିବାର ଅର୍ଥ ତାହାଙ୍କ ସହଭାଗିତାରେ ରହିବା । ଦେଖ [୧ ଯୋହନ :୬] (..//୦୬.md) ରେ “ଈଶ୍ବରଙ୍କଠାରେ ରହିବା”କୁ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସହିତ ସହଭାଗିତାରେ ରହିବା” ଓ “ତାହାଙ୍କ ସହିତ ରହିବା” (ଦେଖ: rc://*/ta/man/translate/figs-metaphor)

No one ... has seen him or known him

ଯୋହନ “ଦେଖିବା” ଏବଂ “ଜ୍ଞାତ” ଶବ୍ଦସମୁହର ଏହା କହିବା ନିମନ୍ତେ ବ୍ୟବହାର କରନ୍ତି ଯେ ଯେଉଁ ବ୍ୟକ୍ତି ପାପ କରେ ସେ କଦାପି ଆତ୍ମିକ ଦୃଷ୍ଟିରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହୋଇ ପାରିବ ନାହିଁ । ଜଣେ ବ୍ୟକ୍ତି ତାହାର ପାପମୟ ସ୍ବଭାବ ଅନୁସାରେ ବ୍ୟବହାର କରି ଖ୍ରୀଷ୍ଟଙ୍କୁ ଜାଣି ପାରେ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଣେ କେହି..... କେବେହେଁ ତାହାଙ୍କଠାରେ ସତ୍ୟତାରେ ବିଶ୍ବାସ କରିପାରିବ ନାହିଁ” (ଦେଖ: rc://*/ta/man/translate/figs-doublet)