or_tn/1jn/02/intro.md

22 lines
3.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ୧ମ ଯୋହନ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ
### ଭଣ୍ଡ ଖ୍ରୀଷ୍ଟ
ଏହି ଅଧ୍ୟାୟରେ ଯୋହନ ଜଣେ ନିର୍ଦ୍ଧିଷ୍ଟ ଭଣ୍ଡ ଖ୍ରୀଷ୍ଟ ବିରୋଧି ଏବଂ ଅନେକ ଖ୍ରୀଷ୍ଟାରୀମାନଙ୍କ ବିଷୟରେ ଲେଖନ୍ତି । “ଭଣ୍ଡ ଖ୍ରାଷ୍ଟ”ର ଅର୍ଥ “ଖ୍ରୀଷ୍ଟଙ୍କୁ ବିରୋଧ କରିବା”। ଭଣ୍ଡ ଖ୍ରୀଷ୍ଟ ଜଣେ ବ୍ୟକ୍ତି ଅଟନ୍ତି ଯେ ଶେଷ ସମୟରେ ଆସିବେ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁସରଣ କରିବେ, କିନ୍ତୁ ସେ ଏହା ମନ୍ଦ ଉଦେଶ୍ବରେ କରିବ । ଏହି ବ୍ୟକ୍ତି ଆସିବା ପୁର୍ବରୁ, ଅନେକ ଲୋକ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ; ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯାଏ । (ଦେଖ: [[rc://*/tw/dict/bible/kt/antichrist]] ଏବଂ [[rc://*/tw/dict/bible/kt/lastday]] ଏବଂ [[rc://*/tw/dict/bible/kt/evil]])
## ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଶଦ୍ଦ ଚିତ୍ରଗୁଡ଼ିକ
### ରୂପକ
ଏହି ଅଧ୍ୟାୟରେ ଅନେକ ସମାନଭାବ ରୂପକ ବ୍ୟବହାର କରାଯାଇଅଛି ।
ଈଶ୍ବରଙ୍କଠାରେ ରହିବା ଗୋଟିଏ ରୂପକ ସ୍ବରୂପ ଈଶ୍ବରଙ୍କ ସହଭାଗିତାରେ ରହିବା ଅର୍ଥକୁ ପ୍ରକାଶ କରେ । ଈଶ୍ବରଙ୍କ ବାକ୍ୟ ଓ ସତ୍ୟ ଲୋକମାନଙ୍କଠାରେ ରହିବା ଗୋଟିଏ ରୂପକ ଅଟେ କାରଣ ଈଶ୍ବରଙ୍କ ବାକ୍ୟକୁ ଜାଣିବା ଏବଂ ପାଳନ କରିବା ଅର୍ଥକୁ ପ୍ରକାଶ କରେ ।
ଚାଲିବା ଏକ ରୂପକ ଅଟେ ଯାହା ସ୍ବଭାବର ଅର୍ଥକୁ ପ୍ରକାଶ କରେ । ଜଣେ ଲୋକ କେଉଁଠିକୁ ଯାଉଛି ତାହା ସେ ଜାଣେ ନାହିଁ ଏକ ରୂପକ ଅଟେ ଯାହା କେଉଁ ପ୍ରକାରରେ ଆଚରଣ କରିବା ବା ବ୍ୟବହାର କରିବା ବିଷୟରେ ଜାଣେ ନାହିଁ । ଝୁଣ୍ଟି ପଡିବା ପାପ କରିବା ନିମନ୍ତେ ଏକ ରୂପକ ଅଟେ ଯାହା ପାପ କରିବା ଅର୍ଥକୁ ପ୍ରକାଶ କରେ ।
ଆଲୋକ ଏକ ରୂପକ ଅଟେ ଯାହା ଜାଣିବା ଓ ସଠିକ୍ କାର୍ଯ୍ୟ କରିବା ଅର୍ଥକୁ ପ୍ରକାଶ କରିଥାଏ । ଅନ୍ଧକାର ଏବଂ ଦୃଷ୍ଟିହୀନତା ଏକ ରୂପକ ଅଟେ ଯାହା ସଠିକ୍ ବିଷୟରେ ଅଜ୍ଞାତ ରହିବା ଏବଂ ଭୂଲ୍ କର୍ଯ୍ୟ କରିବା ଅର୍ଥକୁ ପ୍ରକାଶ କରେ ।
ଲୋକମାନଙ୍କୁ ବିପଥଗାମୀ କରିବା ଏକ ରୂପକ ଅଟେ ଯାହା ସତ୍ୟ ନୁହେଁ ତାହା ଲୋକମାନଙ୍କୁ ଶିକ୍ଷା ଦେବା ଅର୍ଥକୁ ପ୍ରକାଶ କରେ । (ଦେଖ: [[rc://*/ta/man/translate/figs-metaphor]])