or_tn/1jn/02/22.md

1.5 KiB

Who is the liar but the one who denies that Jesus is the Christ?

ମିଥ୍ୟାବାଦୀ କିଏ ଅଟେ? ଯେକୌଣସି ବ୍ୟକ୍ତି ଯେ ଅଗ୍ରାହ୍ୟ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି । ଯୋହନ ପ୍ରଶ୍ନର ଗୁରୁତ୍ବାରୋପ କରିବା ନିମନ୍ତେ ମିଥ୍ୟାବାଦୀ କିଏ ଅଟନ୍ତି ଶବ୍ଦ ବ୍ୟବହାର କରିଛନ୍ତି । (ଦେଖ: rc://*/ta/man/translate/figs-rquestion)

denies that Jesus is the Christ

ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ପ୍ରତ୍ୟାଖାନ କରି କହନ୍ତି କିମ୍ବା “କହନ୍ତି ଯେ ଯୀଶୁ ମଶିହ ନୁହନ୍ତି”

denies the Father and the Son

ପିତା ଏବଂ ପୁତ୍ରଙ୍କ ସତ୍ୟତା ବିଷୟରେ ସ୍ବୀକାର କରିବା ନିମନ୍ତେ ପ୍ରତ୍ୟାଖାନ କରନ୍ତି କିମ୍ବା “ପିତା ଏବଂ ପୁତ୍ରଙ୍କୁ ଉପେକ୍ଷା କରନ୍ତି ।”

Father ... Son

ଏହା ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: rc://*/ta/man/translate/guidelines-sonofgodprinciples)