# Who is the liar but the one who denies that Jesus is the Christ? ମିଥ୍ୟାବାଦୀ କିଏ ଅଟେ? ଯେକୌଣସି ବ୍ୟକ୍ତି ଯେ ଅଗ୍ରାହ୍ୟ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି । ଯୋହନ ପ୍ରଶ୍ନର ଗୁରୁତ୍ବାରୋପ କରିବା ନିମନ୍ତେ ମିଥ୍ୟାବାଦୀ କିଏ ଅଟନ୍ତି ଶବ୍ଦ ବ୍ୟବହାର କରିଛନ୍ତି । (ଦେଖ: [[rc://*/ta/man/translate/figs-rquestion]]) # denies that Jesus is the Christ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ପ୍ରତ୍ୟାଖାନ କରି କହନ୍ତି କିମ୍ବା “କହନ୍ତି ଯେ ଯୀଶୁ ମଶିହ ନୁହନ୍ତି” # denies the Father and the Son ପିତା ଏବଂ ପୁତ୍ରଙ୍କ ସତ୍ୟତା ବିଷୟରେ ସ୍ବୀକାର କରିବା ନିମନ୍ତେ ପ୍ରତ୍ୟାଖାନ କରନ୍ତି କିମ୍ବା “ପିତା ଏବଂ ପୁତ୍ରଙ୍କୁ ଉପେକ୍ଷା କରନ୍ତି ।” # Father ... Son ଏହା ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://*/ta/man/translate/guidelines-sonofgodprinciples]])