or_tn/1jn/02/11.md

12 lines
1.8 KiB
Markdown

# is in the darkness and walks in the darkness
ଏଠାରେ “ଚାଲିବା” ଏକ ରୂପକ ଅଟେ କାରଣ ଜଣେ ବ୍ୟକ୍ତି କିପରି ଆଚରଣ ଓ ବ୍ୟବହାର କରେ । ଏଠାରେ “ଅନ୍ଧକାରରେ” ରହିବା ଓ “ଅନ୍ଧକାରରେ ଭ୍ରମଣ କରିବା” ର ଅର୍ଥ ସମାନ ଅଟେ । ଏହା ଧ୍ୟାନ କେନ୍ଦ୍ରିତ କରେ ଯେ ଜଣେ ସାଥୀ ବିଶ୍ବାସୀଙ୍କୁ ଘୃଣା କରିବା ଯେ କେତେ ମନ୍ଦ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହ ମନ୍ଦ ଅଟେ ତାହା କରେ” (ଦେଖ:[[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-parallelism]])
# he does not know where he is going
ଏହା ବିଶ୍ବାସୀମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଖ୍ରୀଷ୍ଟିୟାନ ଜୀବନ ଅତିବାହିତ କରୁ ନାହାନ୍ତି । ଅନ୍ୟ ଏକ ଅନୁବାଦରେ: “ସେ ଜାଣେ ନାହିଁ ଯେ ସେ କ’ଣ କରିବା ଉଚିତ୍” (ଦେଖ: [[rc://*/ta/man/translate/figs-metaphor]])
# the darkness has blinded his eyes
ଅନ୍ଧକାର ତାହାଙ୍କୁ ଦେଖିବା ନିମନ୍ତେ ଅସମର୍ଥ କରିଛି । ଅନ୍ଧକାର ପାପ କିମ୍ବା ମନ୍ଦ ନିମନ୍ତେ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପାପ ତାହାକୁ ସତ୍ୟ ବିଷୟରେ ବୁଝିବା ନିମନ୍ତେ ଅସମର୍ଥ କରିଅଛି” (ଦେଖ:[[rc://*/ta/man/translate/figs-metaphor]])