or_tn/1jn/02/11.md

1.8 KiB

is in the darkness and walks in the darkness

ଏଠାରେ “ଚାଲିବା” ଏକ ରୂପକ ଅଟେ କାରଣ ଜଣେ ବ୍ୟକ୍ତି କିପରି ଆଚରଣ ଓ ବ୍ୟବହାର କରେ । ଏଠାରେ “ଅନ୍ଧକାରରେ” ରହିବା ଓ “ଅନ୍ଧକାରରେ ଭ୍ରମଣ କରିବା” ର ଅର୍ଥ ସମାନ ଅଟେ । ଏହା ଧ୍ୟାନ କେନ୍ଦ୍ରିତ କରେ ଯେ ଜଣେ ସାଥୀ ବିଶ୍ବାସୀଙ୍କୁ ଘୃଣା କରିବା ଯେ କେତେ ମନ୍ଦ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହ ମନ୍ଦ ଅଟେ ତାହା କରେ” (ଦେଖ:[[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-parallelism]])

he does not know where he is going

ଏହା ବିଶ୍ବାସୀମାନଙ୍କ ନିମନ୍ତେ ଏକ ରୂପକ ଅଟେ ଯେଉଁମାନେ ଖ୍ରୀଷ୍ଟିୟାନ ଜୀବନ ଅତିବାହିତ କରୁ ନାହାନ୍ତି । ଅନ୍ୟ ଏକ ଅନୁବାଦରେ: “ସେ ଜାଣେ ନାହିଁ ଯେ ସେ କ’ଣ କରିବା ଉଚିତ୍” (ଦେଖ: rc://*/ta/man/translate/figs-metaphor)

the darkness has blinded his eyes

ଅନ୍ଧକାର ତାହାଙ୍କୁ ଦେଖିବା ନିମନ୍ତେ ଅସମର୍ଥ କରିଛି । ଅନ୍ଧକାର ପାପ କିମ୍ବା ମନ୍ଦ ନିମନ୍ତେ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ପାପ ତାହାକୁ ସତ୍ୟ ବିଷୟରେ ବୁଝିବା ନିମନ୍ତେ ଅସମର୍ଥ କରିଅଛି” (ଦେଖ:rc://*/ta/man/translate/figs-metaphor)