or_tn/1jn/02/08.md

1.2 KiB

Yet I am writing a new commandment to you

କିନ୍ତୁ ଅନ୍ୟ ଅର୍ଥରେ ଯେଉଁ ଆଜ୍ଞା ମୁଁ ତୁମମାନଙ୍କ ନିକଟକୁ ଲେଖିଅଛି ଏକ ନୂତନ ଆଜ୍ଞା ଅଟେ

which is true in Christ and in you

ଯାହା ସତ୍ୟ ଅଟେ, ଯେପରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଏବଂ ତୁମ୍ଭମାନଙ୍କ କାର୍ଯ୍ୟରେ ପ୍ରକାଶିତ ହୋଇଅଛି ।

the darkness is passing away, and the true light is already shining

ଏଠାରେ “ଅନ୍ଧକାର” ଶଦ୍ଦ “ମନ୍ଦତା” ନିମନ୍ତେ ଏକ ରୂପକ ଅଟେ ଏବଂ “ଆଲୋକ” “ଉତ୍ତମତା” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମନ୍ଦ କର୍ମ କରିବା ବନ୍ଦ କରିଅଛ ଏବଂ ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କର୍ମ କରୁଅଛ” (ଦେଖ: rc://*/ta/man/translate/figs-metaphor)