# Yet I am writing a new commandment to you କିନ୍ତୁ ଅନ୍ୟ ଅର୍ଥରେ ଯେଉଁ ଆଜ୍ଞା ମୁଁ ତୁମମାନଙ୍କ ନିକଟକୁ ଲେଖିଅଛି ଏକ ନୂତନ ଆଜ୍ଞା ଅଟେ # which is true in Christ and in you ଯାହା ସତ୍ୟ ଅଟେ, ଯେପରି ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଏବଂ ତୁମ୍ଭମାନଙ୍କ କାର୍ଯ୍ୟରେ ପ୍ରକାଶିତ ହୋଇଅଛି । # the darkness is passing away, and the true light is already shining ଏଠାରେ “ଅନ୍ଧକାର” ଶଦ୍ଦ “ମନ୍ଦତା” ନିମନ୍ତେ ଏକ ରୂପକ ଅଟେ ଏବଂ “ଆଲୋକ” “ଉତ୍ତମତା” ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “କାରଣ ତୁମ୍ଭେମାନେ ମନ୍ଦ କର୍ମ କରିବା ବନ୍ଦ କରିଅଛ ଏବଂ ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କର୍ମ କରୁଅଛ” (ଦେଖ: [[rc://*/ta/man/translate/figs-metaphor]])