or_tn/1jn/02/07.md

1.7 KiB

Connecting Statement:

ଯୋହନ ବିଶ୍ବାସୀମାନଙ୍କୁ ସହଭାଗିତାର ମୂଳ ସିଦ୍ଧାନ୍ତ ବିଷୟରେ କହନ୍ତି—ଆଜ୍ଞାବହତା ଏବଂ ପ୍ରେମ ।

Beloved, I am

ତୁମ୍ଭେମାନେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ମୁଁ ଅଟେ କିମ୍ବା “ପ୍ରିୟ ବନ୍ଧୁଗଣ, ମୁଁ ଅଟେ “

I am not writing a new commandment to you, but an old commandment

ମୁଁ ତୁମ୍ଭମାନଙ୍କୁ ପରସ୍ପର ପ୍ରତି ପ୍ରେମ କରିବା ନିମନ୍ତେ ଲେଖିଅଛି,ଏହା କରିବା କୌଣସି ଏକ ନୁତନ ବିଷୟ ନୁହେଁ କିନ୍ତୁ ତାହା ଏକ ପୁରାତନ ଆଜ୍ଞା ଯାହା ତୁମ୍ଭେମାନେ ଶୁଣିଅଛ । ଯୋହନ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଯୀଶୁଙ୍କ ଆଜ୍ଞା ଉଲ୍ଲେଖ କରନ୍ତି ।

from the beginning

ଏଠାରେ, “ଆଦ୍ୟ” ଶଦ୍ଦ ଯେତେବେଳେ ସେମାନଙ୍କ ଖ୍ରୀଷ୍ଟଙ୍କୁ ଅନୁକରଣ କରିବା ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଯେଉଁ ଦିନଠାରୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ପ୍ରଥମେ ବିଶ୍ବାସ କଲ” (ଦେଖ: rc://*/ta/man/translate/figs-explicit)

The old commandment is the word that you heard.

ସେହି ପୁରାତନ ଆଜ୍ଞା ସନ୍ଧେଶ ଅଟେ ଯାହା ତୁମେମାନେ ଶୁଣିଅଛ”