or_tn/1jn/02/07.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୋହନ ବିଶ୍ବାସୀମାନଙ୍କୁ ସହଭାଗିତାର ମୂଳ ସିଦ୍ଧାନ୍ତ ବିଷୟରେ କହନ୍ତି—ଆଜ୍ଞାବହତା ଏବଂ ପ୍ରେମ ।
# Beloved, I am
ତୁମ୍ଭେମାନେ ସେହି ଲୋକମାନେ ଯାହାକୁ ମୁଁ ପ୍ରେମ କରେ, ମୁଁ ଅଟେ କିମ୍ବା “ପ୍ରିୟ ବନ୍ଧୁଗଣ, ମୁଁ ଅଟେ “
# I am not writing a new commandment to you, but an old commandment
ମୁଁ ତୁମ୍ଭମାନଙ୍କୁ ପରସ୍ପର ପ୍ରତି ପ୍ରେମ କରିବା ନିମନ୍ତେ ଲେଖିଅଛି,ଏହା କରିବା କୌଣସି ଏକ ନୁତନ ବିଷୟ ନୁହେଁ କିନ୍ତୁ ତାହା ଏକ ପୁରାତନ ଆଜ୍ଞା ଯାହା ତୁମ୍ଭେମାନେ ଶୁଣିଅଛ । ଯୋହନ ପରସ୍ପରକୁ ପ୍ରେମ କରିବା ନିମନ୍ତେ ଯୀଶୁଙ୍କ ଆଜ୍ଞା ଉଲ୍ଲେଖ କରନ୍ତି ।
# from the beginning
ଏଠାରେ, “ଆଦ୍ୟ” ଶଦ୍ଦ ଯେତେବେଳେ ସେମାନଙ୍କ ଖ୍ରୀଷ୍ଟଙ୍କୁ ଅନୁକରଣ କରିବା ସୂଚିତ କରେ। ଅନ୍ୟ ଏକ ଅନୁବାଦରେ: “ଯେଉଁ ଦିନଠାରୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ପ୍ରଥମେ ବିଶ୍ବାସ କଲ” (ଦେଖ: [[rc://*/ta/man/translate/figs-explicit]])
# The old commandment is the word that you heard.
ସେହି ପୁରାତନ ଆଜ୍ଞା ସନ୍ଧେଶ ଅଟେ ଯାହା ତୁମେମାନେ ଶୁଣିଅଛ”