or_tn/1jn/02/06.md

1.3 KiB

remains in God

ଈଶ୍ବରଙ୍କଠାରେ ରହିବାର ଅର୍ଥ ଈଶ୍ବରଙ୍କ ସହଭାଗିତାରେ ଲାଗି ରହିବା । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହଭାଗିତାରେ ଲାଗି ରୁହ” ଏବଂ “ଈଶ୍ବରଙ୍କଠାରେ ଲାଗି ରୁହ” (ଦେଖ: rc://*/ta/man/translate/figs-metaphor)

should himself also walk just as he walked

ଜଣେ ବ୍ୟକ୍ତିଙ୍କ ଜୀବନଶୈଳି ବିଷୟରେ ଏପରି କୁହାଯାଇଛି ଯେପରି ଏହା ଏକ ପଥ ମଧ୍ୟରେ ଚାଲୁଥିଲେ । ଅନ୍ୟ ଏକ ଅନୁବାଦରେ: “ସେ ଯେପରି ଜୀବନ ଅତିବାହିତ କଲେ ସେହିପରି ତୁମ୍ଭେମାନେ ମଧ୍ୟ କରିବା ଉଚିତ୍” ଓ “ଯେପରି ସେ ଜୀବନ ଅତିବାହିତ କରନ୍ତି: ଯୀଶୁ ଖ୍ରୀଷ୍ଟ ଯେପରି ଈଶ୍ବରଙ୍କ ଅଜ୍ଞା ପାଳନ କଲେ ସେହିପରି ଆମ୍ଭେମାନେ ତାହଙ୍କ ଅଜ୍ଞା ପାଳନ କରିବା ଉଚିତ୍” (ଦେଖ: rc://*/ta/man/translate/figs-metaphor)