# remains in God ଈଶ୍ବରଙ୍କଠାରେ ରହିବାର ଅର୍ଥ ଈଶ୍ବରଙ୍କ ସହଭାଗିତାରେ ଲାଗି ରହିବା । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହଭାଗିତାରେ ଲାଗି ରୁହ” ଏବଂ “ଈଶ୍ବରଙ୍କଠାରେ ଲାଗି ରୁହ” (ଦେଖ: [[rc://*/ta/man/translate/figs-metaphor]]) # should himself also walk just as he walked ଜଣେ ବ୍ୟକ୍ତିଙ୍କ ଜୀବନଶୈଳି ବିଷୟରେ ଏପରି କୁହାଯାଇଛି ଯେପରି ଏହା ଏକ ପଥ ମଧ୍ୟରେ ଚାଲୁଥିଲେ । ଅନ୍ୟ ଏକ ଅନୁବାଦରେ: “ସେ ଯେପରି ଜୀବନ ଅତିବାହିତ କଲେ ସେହିପରି ତୁମ୍ଭେମାନେ ମଧ୍ୟ କରିବା ଉଚିତ୍” ଓ “ଯେପରି ସେ ଜୀବନ ଅତିବାହିତ କରନ୍ତି: ଯୀଶୁ ଖ୍ରୀଷ୍ଟ ଯେପରି ଈଶ୍ବରଙ୍କ ଅଜ୍ଞା ପାଳନ କଲେ ସେହିପରି ଆମ୍ଭେମାନେ ତାହଙ୍କ ଅଜ୍ଞା ପାଳନ କରିବା ଉଚିତ୍” (ଦେଖ: [[rc://*/ta/man/translate/figs-metaphor]])