or_tn/1jn/01/intro.md

2.2 KiB

୧ମ ଯୋହନ ୦୧ ସାଧାରଣ ଟିପ୍ପଣୀ

ଗଠନ ଏବଂ ଆକାର

ଏହି ପତ୍ର ଯାହା ଯୋହନ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ ।

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ

ଖ୍ରୀଷ୍ଟିୟାନ ଏବଂ ପାପ

ଏହି ଅଧ୍ୟାୟରେ ଯୋହନ ଶିକ୍ଷା ଦିଅନ୍ତି ଯେ ସମସ୍ତ ଖ୍ରୀଷ୍ଟିୟାନ ପାପୀ ଅଟନ୍ତି । କିନ୍ତୁ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କର ପାପଗୁଡିକୁ କ୍ଷମା କରୁଅଛନ୍ତି । (ଦେଖ: [[rc:///tw/dict/bible/kt/sin]] ଏବଂ [[rc:///tw/dict/bible/kt/faith]] ଏବଂ rc://*/tw/dict/bible/kt/forgive)

ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଶଦ୍ଦଚିତ୍ର

ରୂପକ

ଏହି ଅଧ୍ୟାୟରେ ଯୋହନ ଲେଖନ୍ତି ଯେ ଈଶ୍ବର ଆଲୋକ ଅଟନ୍ତି । ଜ୍ଞାନ ଏବଂ ଧାର୍ମିକତା ନିମନ୍ତେ ଆଲୋକ ଶଦ୍ଦ ଏକ ରୂପକ ଅଟେ । (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///tw/dict/bible/kt/righteous]])

ଯୋହନ ମଧ୍ୟ ଆଲୋକରେ ଏବଂ ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି । ଆଚରଣ ଓ ଜୀବନଯାପନ କରିବା ନିମନ୍ତେ ଆଲୋକରେ ଚାଲିବା ଶଦ୍ଦ ଏକ ରୂପକ ଅଟେ । ଯେଉଁ ଜଣ ଆଲୋକରେ ଗମନ କରେ ସେ ବୁଝିପାରିବ ଯେ ଧାର୍ମିକତା କ’ଣ ଅଟେ ଏବଂ ତଦନୁସାରେ କର୍ମ କରେ । ଯେଉଁ ଜଣ ଅନ୍ଧକାରରେ ଗମନ କରେ ସେ ଜାଣିପାରେ ନାହିଁ ଯେ ଧର୍ମିକତା କ’ଣ ଅଟେ, ଏବଂ ସେମାନେ ପାପର କର୍ଯ୍ୟ କରିଥାଆନ୍ତି ।