or_tn/1jn/01/intro.md

19 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# ୧ମ ଯୋହନ ୦୧ ସାଧାରଣ ଟିପ୍ପଣୀ
## ଗଠନ ଏବଂ ଆକାର
ଏହି ପତ୍ର ଯାହା ଯୋହନ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ ।
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ
### ଖ୍ରୀଷ୍ଟିୟାନ ଏବଂ ପାପ
ଏହି ଅଧ୍ୟାୟରେ ଯୋହନ ଶିକ୍ଷା ଦିଅନ୍ତି ଯେ ସମସ୍ତ ଖ୍ରୀଷ୍ଟିୟାନ ପାପୀ ଅଟନ୍ତି । କିନ୍ତୁ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କର ପାପଗୁଡିକୁ କ୍ଷମା କରୁଅଛନ୍ତି । (ଦେଖ: [[rc://*/tw/dict/bible/kt/sin]] ଏବଂ [[rc://*/tw/dict/bible/kt/faith]] ଏବଂ [[rc://*/tw/dict/bible/kt/forgive]])
## ଏହି ଅଧ୍ୟାୟରେ ଗୁରୁତ୍ବପୁର୍ଣ୍ଣ ଶଦ୍ଦଚିତ୍ର
### ରୂପକ
ଏହି ଅଧ୍ୟାୟରେ ଯୋହନ ଲେଖନ୍ତି ଯେ ଈଶ୍ବର ଆଲୋକ ଅଟନ୍ତି । ଜ୍ଞାନ ଏବଂ ଧାର୍ମିକତା ନିମନ୍ତେ ଆଲୋକ ଶଦ୍ଦ ଏକ ରୂପକ ଅଟେ । (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/tw/dict/bible/kt/righteous]])
ଯୋହନ ମଧ୍ୟ ଆଲୋକରେ ଏବଂ ଅନ୍ଧକାରରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି । ଆଚରଣ ଓ ଜୀବନଯାପନ କରିବା ନିମନ୍ତେ ଆଲୋକରେ ଚାଲିବା ଶଦ୍ଦ ଏକ ରୂପକ ଅଟେ । ଯେଉଁ ଜଣ ଆଲୋକରେ ଗମନ କରେ ସେ ବୁଝିପାରିବ ଯେ ଧାର୍ମିକତା କ’ଣ ଅଟେ ଏବଂ ତଦନୁସାରେ କର୍ମ କରେ । ଯେଉଁ ଜଣ ଅନ୍ଧକାରରେ ଗମନ କରେ ସେ ଜାଣିପାରେ ନାହିଁ ଯେ ଧର୍ମିକତା କ’ଣ ଅଟେ, ଏବଂ ସେମାନେ ପାପର କର୍ଯ୍ୟ କରିଥାଆନ୍ତି ।