or_tn/1jn/01/03.md

20 lines
1.6 KiB
Markdown

# General Information:
ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କୁ,” ଏବଂ “ଆମ୍ଭମାନଙ୍କର” ଶବ୍ଦସମୁହ ଯୋହନ ଏବଂ ଯେଉଁମାନେ ଯୀଶୁଙ୍କ ସହିତ ରହିଥିଲେ ସେମାନଙ୍କୁ ସୂଚିତ କରେ । (ଦେଖ:[[rc://*/ta/man/translate/figs-exclusive]])
# That which we have seen and heard we declare also to you
ଆମ୍ଭେମାନେ ତୁମ୍ଭମାନଙ୍କୁ ଏହା ମଧ୍ୟ କହୁଛୁ ଯାହା ଆମ୍ଭେମାନେ ଦେଖିଅଛୁ ଏବଂ ଶୁଣିଅଛୁ
# have fellowship with us. Our fellowship is with the Father
ଆମ୍ଭମାନଙ୍କର ଘନିଷ୍ଟ ବନ୍ଧୁ ହୋଇ ରୁହ. ଆମ୍ଭେମାନେ ପିତା ଈଶ୍ବରଙ୍କ ବନ୍ଧୁ ଅଟୁ
# Our fellowship
ଏହା ସ୍ପଷ୍ଟ ନୁହେଁ ଯଦି ଯୋହନ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ ବା ବହିର୍ଗତ କରନ୍ତି । ତୁମେ ଏହାକୁ ଏହି ପ୍ରକାରରେ ଅନ୍ତର୍ଭୁକ୍ତ ନଚେତ୍ ବହିର୍ଗତ କରି ଅନୁବାଦ କରିପାରିବ ।
# Father ... Son
ଏହା ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ:[[rc://*/ta/man/translate/guidelines-sonofgodprinciples]])