or_tn/1jn/01/03.md

1.6 KiB

General Information:

ଏଠାରେ “ଆମ୍ଭେମାନେ,” “ଆମ୍ଭମାନଙ୍କୁ,” ଏବଂ “ଆମ୍ଭମାନଙ୍କର” ଶବ୍ଦସମୁହ ଯୋହନ ଏବଂ ଯେଉଁମାନେ ଯୀଶୁଙ୍କ ସହିତ ରହିଥିଲେ ସେମାନଙ୍କୁ ସୂଚିତ କରେ । (ଦେଖ:rc://*/ta/man/translate/figs-exclusive)

That which we have seen and heard we declare also to you

ଆମ୍ଭେମାନେ ତୁମ୍ଭମାନଙ୍କୁ ଏହା ମଧ୍ୟ କହୁଛୁ ଯାହା ଆମ୍ଭେମାନେ ଦେଖିଅଛୁ ଏବଂ ଶୁଣିଅଛୁ

have fellowship with us. Our fellowship is with the Father

ଆମ୍ଭମାନଙ୍କର ଘନିଷ୍ଟ ବନ୍ଧୁ ହୋଇ ରୁହ. ଆମ୍ଭେମାନେ ପିତା ଈଶ୍ବରଙ୍କ ବନ୍ଧୁ ଅଟୁ

Our fellowship

ଏହା ସ୍ପଷ୍ଟ ନୁହେଁ ଯଦି ଯୋହନ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ ବା ବହିର୍ଗତ କରନ୍ତି । ତୁମେ ଏହାକୁ ଏହି ପ୍ରକାରରେ ଅନ୍ତର୍ଭୁକ୍ତ ନଚେତ୍ ବହିର୍ଗତ କରି ଅନୁବାଦ କରିପାରିବ ।

Father ... Son

ଏହା ଗୁରୁତ୍ବପୁର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ:rc://*/ta/man/translate/guidelines-sonofgodprinciples)