or_tn/1co/16/17.md

774 B

Stephanas, Fortunatus, and Achaicus

ଏହି ଲୋକମାନେ ହୁଏତ କରିନ୍ଥୀୟ ପ୍ରଥମ ବିଶ୍ବାସୀମାନଙ୍କ ମଧ୍ୟରୁ କେତେ ଜଣ ଥିଲେ କିମ୍ବା ମଣ୍ଡଳୀର ପ୍ରାଚୀନମାନେ ଥିଲେ ଯେଉଁମାନେ ପାଉଲଙ୍କର ସହକର୍ମୀ ଥିଲେ ।

Stephanas, Fortunatus, and Achaicus

ଏହା ପୁରୁଷ ଲୋକମାନଙ୍କର ନାମ ଅଟେ । (ଦେଖ:rc://*/ta/man/translate/translate-names)

They have made up for your absence

ତୁମ୍ଭେମାନେ ଯେ ଏଠାରେ ନ ଥିଲ ସେମାନେ ସେହି ବାସ୍ତବତାକୁ ଗ୍ରହଣ କଲେ ।