# Stephanas, Fortunatus, and Achaicus ଏହି ଲୋକମାନେ ହୁଏତ କରିନ୍ଥୀୟ ପ୍ରଥମ ବିଶ୍ବାସୀମାନଙ୍କ ମଧ୍ୟରୁ କେତେ ଜଣ ଥିଲେ କିମ୍ବା ମଣ୍ଡଳୀର ପ୍ରାଚୀନମାନେ ଥିଲେ ଯେଉଁମାନେ ପାଉଲଙ୍କର ସହକର୍ମୀ ଥିଲେ । # Stephanas, Fortunatus, and Achaicus ଏହା ପୁରୁଷ ଲୋକମାନଙ୍କର ନାମ ଅଟେ । (ଦେଖ:[[rc://*/ta/man/translate/translate-names]]) # They have made up for your absence ତୁମ୍ଭେମାନେ ଯେ ଏଠାରେ ନ ଥିଲ ସେମାନେ ସେହି ବାସ୍ତବତାକୁ ଗ୍ରହଣ କଲେ ।