or_tn/1co/16/15.md

12 lines
814 B
Markdown

# Connecting Statement:
ପାଉଲ ତାଙ୍କର ପତ୍ରକୁ ଏଠାରେ ସମାପ୍ତ କରିବାକୁ ଆରମ୍ଭ କରନ୍ତି ଏବଂ ଅନ୍ୟ ମଣ୍ଡଳୀଗୁଡିକ ପକ୍ଷରୁ ତଥା ପ୍ରିସ୍କିଲା, ଅକ୍ବିଲା ଏବଂ ପାଉଲ ନିଜ ପକ୍ଷରୁ ଅଭିବାଦନ ଜଣାନ୍ତି ।
# household of Stephanas
ସ୍ତିଫାନ କରିନ୍ଥୀୟ ମଣ୍ଡଳୀର ପ୍ରଥମ ବିଶ୍ବାସୀମାନଙ୍କ ମଧ୍ୟରୁ ଜଣେ ଥିଲେ । (ଦେଖ:[[rc://*/ta/man/translate/translate-names]])
# Achaia
ଏହା ଗ୍ରୀସର ଏକ ପ୍ରଦେଶର ନାମ ଅଟେ । (ଦେଖ:[[rc://*/ta/man/translate/translate-names]])