or_tn/1co/16/15.md

814 B

Connecting Statement:

ପାଉଲ ତାଙ୍କର ପତ୍ରକୁ ଏଠାରେ ସମାପ୍ତ କରିବାକୁ ଆରମ୍ଭ କରନ୍ତି ଏବଂ ଅନ୍ୟ ମଣ୍ଡଳୀଗୁଡିକ ପକ୍ଷରୁ ତଥା ପ୍ରିସ୍କିଲା, ଅକ୍ବିଲା ଏବଂ ପାଉଲ ନିଜ ପକ୍ଷରୁ ଅଭିବାଦନ ଜଣାନ୍ତି ।

household of Stephanas

ସ୍ତିଫାନ କରିନ୍ଥୀୟ ମଣ୍ଡଳୀର ପ୍ରଥମ ବିଶ୍ବାସୀମାନଙ୍କ ମଧ୍ୟରୁ ଜଣେ ଥିଲେ । (ଦେଖ:rc://*/ta/man/translate/translate-names)

Achaia

ଏହା ଗ୍ରୀସର ଏକ ପ୍ରଦେଶର ନାମ ଅଟେ । (ଦେଖ:rc://*/ta/man/translate/translate-names)