or_tn/1co/16/03.md

841 B
Raw Permalink Blame History

whomever you approve

ପାଉଲ ମଣ୍ଡଳୀକୁ କହନ୍ତି ଯେ ଯିରୁଶାଲମକୁ ଦାନ ନେଇ ଯିବା ନିମନ୍ତେ ସେମାନେ ନିଜ ମଧ୍ୟରୁ କିଛି ଲୋକମାନଙ୍କୁ ବାଛନ୍ତୁ । ""ତୁମ୍ଭେମାନେ ଯାହାକୁ ମଧ୍ୟ ବାଛିବ"" ବା ""ଯେଉଁମାନଙ୍କୁ ତୁମ୍ଭେମାନେ ନିଯୁକ୍ତ କରିବ

I will send with letters

ସମ୍ଭାବିତ ଅର୍ଥଗୁଡ଼ିକ ହେଉଛି:୧) ""ମୁଁ ଯେଉଁ ପତ୍ର ଲେଖିବି ତାହା ସହିତ ପଠାଇବି"" ବା ) "" ତୁମ୍ଭେମାନେ ଯେଉଁ ପତ୍ର ଲେଖିବ ମୁଁ ତାହା ସହିତ ପଠାଇବି ।