# whomever you approve ପାଉଲ ମଣ୍ଡଳୀକୁ କହନ୍ତି ଯେ ଯିରୁଶାଲମକୁ ଦାନ ନେଇ ଯିବା ନିମନ୍ତେ ସେମାନେ ନିଜ ମଧ୍ୟରୁ କିଛି ଲୋକମାନଙ୍କୁ ବାଛନ୍ତୁ । ""ତୁମ୍ଭେମାନେ ଯାହାକୁ ମଧ୍ୟ ବାଛିବ"" ବା ""ଯେଉଁମାନଙ୍କୁ ତୁମ୍ଭେମାନେ ନିଯୁକ୍ତ କରିବ # I will send with letters ସମ୍ଭାବିତ ଅର୍ଥଗୁଡ଼ିକ ହେଉଛି:୧) ""ମୁଁ ଯେଉଁ ପତ୍ର ଲେଖିବି ତାହା ସହିତ ପଠାଇବି"" ବା ୨) "" ତୁମ୍ଭେମାନେ ଯେଉଁ ପତ୍ର ଲେଖିବ ମୁଁ ତାହା ସହିତ ପଠାଇବି ।