or_tn/1co/15/42.md

1.4 KiB

What is sown ... what is raised

ଲେଖକ ଜଣେ ବ୍ୟକ୍ତିର ଶରୀରକୁ ସମାଧିସ୍ଥ କରିବା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ମାଟିତଳେ ପୋତା ଯାଇଥିବା ଗୋଟିଏ ବୀଜ ଅଟେ । ପୁଣି ସେ ଜଣେ ବ୍ୟକ୍ତିର ଶରୀରକୁ ମୃତମାନଙ୍କ ମଧ୍ୟରୁ ଉଠାଇବା ବିଷୟରେ କହୁଛନ୍ତି ସତେ ଯେମିତି ତାହା ସେହି ବୀଜରୁ ବାହାରିଥିବା ଗୋଟିଏ ଚାରା ଅଟେ । ନିଷ୍କ୍ରିୟ କ୍ରିୟାଗୁଡିକୁ କ୍ରିୟାବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ମାଟିତଳକୁ ଯାଏ ... ଯାହା ମାଟିତଳୁ ବାହାରେ” ବା ଲୋକମାନେ ଯାହାକୁ ପୋତି ଦେଇଥାନ୍ତି ... ଇଶ୍ବର ଯାହାକୁ ଉଠାନ୍ତି” (ଦେଖ: [[rc:///ta/man/translate/figs-idiom]] ଏବଂ [[rc:///ta/man/translate/figs-metaphor]])

is raised

ଏହାକୁ ପୁନର୍ଜୀବିତ କରାଗଲା

is perishable ... is imperishable

କ୍ଷୟ ହୋଇପାରେ ... କ୍ଷୟ ହୋଇନପାରେ