or_tn/1co/15/42.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# What is sown ... what is raised
ଲେଖକ ଜଣେ ବ୍ୟକ୍ତିର ଶରୀରକୁ ସମାଧିସ୍ଥ କରିବା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ମାଟିତଳେ ପୋତା ଯାଇଥିବା ଗୋଟିଏ ବୀଜ ଅଟେ । ପୁଣି ସେ ଜଣେ ବ୍ୟକ୍ତିର ଶରୀରକୁ ମୃତମାନଙ୍କ ମଧ୍ୟରୁ ଉଠାଇବା ବିଷୟରେ କହୁଛନ୍ତି ସତେ ଯେମିତି ତାହା ସେହି ବୀଜରୁ ବାହାରିଥିବା ଗୋଟିଏ ଚାରା ଅଟେ । ନିଷ୍କ୍ରିୟ କ୍ରିୟାଗୁଡିକୁ କ୍ରିୟାବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ମାଟିତଳକୁ ଯାଏ ... ଯାହା ମାଟିତଳୁ ବାହାରେ” ବା ଲୋକମାନେ ଯାହାକୁ ପୋତି ଦେଇଥାନ୍ତି ... ଇଶ୍ବର ଯାହାକୁ ଉଠାନ୍ତି” (ଦେଖ: [[rc://*/ta/man/translate/figs-idiom]] ଏବଂ [[rc://*/ta/man/translate/figs-metaphor]])
# is raised
ଏହାକୁ ପୁନର୍ଜୀବିତ କରାଗଲା
# is perishable ... is imperishable
କ୍ଷୟ ହୋଇପାରେ ... କ୍ଷୟ ହୋଇନପାରେ