or_tn/1co/15/31.md

2.4 KiB

I die every day!

ଏହି ଅତ୍ୟୁକ୍ତିର ଅର୍ଥ ସେ ମୃତ୍ୟୁର ବିପଦରେ ଥିଲେ । ସେ ଜାଣିଥିଲେ ଯେ କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କାରଣ ସେ ଯାହା ଶିକ୍ଷା ଦେଉଥିଲେ ତାହା ସେମାନେ ପସନ୍ଦ କରୁ ନ ଥିଲେ । ବିକଳ୍ପ ଅନୁବାଦ: “ପ୍ରତିଦିନ ମୁଁ ମୃତ୍ୟୁର ବିପଦରେ ପଡୁଅଛି” ବା “ପ୍ରତିଦିନ ମୁଁ ମୋର ଜୀବନକୁ ବିପଦରେ ପକାଉଅଛି !” (ଦେଖ:rc://*/ta/man/translate/figs-hyperbole)

This is as sure as my boasting in you

ପାଉଲ ଏହି କଥନକୁ ପ୍ରମାଣ ସ୍ବରୂପେ ବ୍ୟବହାର କରନ୍ତି ଯେ ସେ ପ୍ରତି ଦିନ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିପାରିବ ଯେ ଏହା ସତ୍ୟ ଅଟେ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କଠାରେ ମୋହର ଗର୍ବର ବିଷୟ ଜାଣିଛ” ବା “ତୁମ୍ଭେମାନେ ଜାଣିପାରିବ ଯେ ଏହା ସତ୍ୟ ଅଟେ, କାରଣ ତୁମ୍ଭେମାନେ ଜାଣ ଯେ ତୁମ୍ଭମାନଙ୍କ ବିଷୟରେ ମୁଁ କେତେ ଗର୍ବ କରେ”

my boasting in you, which I have in Christ Jesus our Lord

ଯୀଶୁ ଖ୍ରୀଷ୍ଟ ସେମାନଙ୍କ ପାଇଁ ଯାହା କରିଥିଲେ, ସେହି କାରଣରୁ ପାଉଲ ସେମାନଙ୍କ ନିମନ୍ତେ ଗର୍ବ କରୁଥିଲେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ନିମନ୍ତେ ଯାହା କରିଛନ୍ତି ସେଥି ନିମନ୍ତେ ମୁଁ ତୁମ୍ଭମାନଙ୍କଠାରେ ଗର୍ବ କରେ” (ଦେଖ:rc://*/ta/man/translate/figs-explicit)

my boasting in you

ତୁମ୍ଭେମାନେ ଯେ କେତେ ଭଲ ତାହା ଯେପରି ଭାବରେ ମୁଁ ଲୋକମାନଙ୍କୁ ଜଣାଇଥାଏ