or_tn/1co/15/31.md

16 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# I die every day!
ଏହି ଅତ୍ୟୁକ୍ତିର ଅର୍ଥ ସେ ମୃତ୍ୟୁର ବିପଦରେ ଥିଲେ । ସେ ଜାଣିଥିଲେ ଯେ କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କାରଣ ସେ ଯାହା ଶିକ୍ଷା ଦେଉଥିଲେ ତାହା ସେମାନେ ପସନ୍ଦ କରୁ ନ ଥିଲେ । ବିକଳ୍ପ ଅନୁବାଦ: “ପ୍ରତିଦିନ ମୁଁ ମୃତ୍ୟୁର ବିପଦରେ ପଡୁଅଛି” ବା “ପ୍ରତିଦିନ ମୁଁ ମୋର ଜୀବନକୁ ବିପଦରେ ପକାଉଅଛି !” (ଦେଖ:[[rc://*/ta/man/translate/figs-hyperbole]])
# This is as sure as my boasting in you
ପାଉଲ ଏହି କଥନକୁ ପ୍ରମାଣ ସ୍ବରୂପେ ବ୍ୟବହାର କରନ୍ତି ଯେ ସେ ପ୍ରତି ଦିନ ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣିପାରିବ ଯେ ଏହା ସତ୍ୟ ଅଟେ, କାରଣ ତୁମ୍ଭେମାନେ ତୁମ୍ଭମାନଙ୍କଠାରେ ମୋହର ଗର୍ବର ବିଷୟ ଜାଣିଛ” ବା “ତୁମ୍ଭେମାନେ ଜାଣିପାରିବ ଯେ ଏହା ସତ୍ୟ ଅଟେ, କାରଣ ତୁମ୍ଭେମାନେ ଜାଣ ଯେ ତୁମ୍ଭମାନଙ୍କ ବିଷୟରେ ମୁଁ କେତେ ଗର୍ବ କରେ”
# my boasting in you, which I have in Christ Jesus our Lord
ଯୀଶୁ ଖ୍ରୀଷ୍ଟ ସେମାନଙ୍କ ପାଇଁ ଯାହା କରିଥିଲେ, ସେହି କାରଣରୁ ପାଉଲ ସେମାନଙ୍କ ନିମନ୍ତେ ଗର୍ବ କରୁଥିଲେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ନିମନ୍ତେ ଯାହା କରିଛନ୍ତି ସେଥି ନିମନ୍ତେ ମୁଁ ତୁମ୍ଭମାନଙ୍କଠାରେ ଗର୍ବ କରେ” (ଦେଖ:[[rc://*/ta/man/translate/figs-explicit]])
# my boasting in you
ତୁମ୍ଭେମାନେ ଯେ କେତେ ଭଲ ତାହା ଯେପରି ଭାବରେ ମୁଁ ଲୋକମାନଙ୍କୁ ଜଣାଇଥାଏ