or_tn/1co/15/28.md

1.2 KiB

all things are subjected to him

ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: ""ଇଶ୍ବର ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ଅଧିନସ୍ଥ କରିଅଛନ୍ତି"" (ଦେଖ:rc://*/ta/man/translate/figs-activepassive)

the Son himself will be subjected

ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: ""ପୁତ୍ର ନିଜେ ଅଧିନସ୍ଥ ହୋଇଯିବେ"" (ଦେଖ:rc://*/ta/man/translate/figs-activepassive)

the Son himself

ପୂର୍ବ ପଦରେ ତାହାଙ୍କୁ ""ଖ୍ରୀଷ୍ଟ"" ବୋଲି କୁହାଯାଇଥିଲା । ବିକଳ୍ପ ଅନୁବାଦ: ""ଖ୍ରୀଷ୍ଟ ଅର୍ଥାତ ପୁତ୍ର ନିଜେ

Son

ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଅଟେ ଯାହା ଯୀଶୁ ଓ ଇଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ:rc://*/ta/man/translate/guidelines-sonofgodprinciples)