# all things are subjected to him ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: ""ଇଶ୍ବର ସମସ୍ତ ବିଷୟକୁ ଖ୍ରୀଷ୍ଟଙ୍କ ଅଧିନସ୍ଥ କରିଅଛନ୍ତି"" (ଦେଖ:[[rc://*/ta/man/translate/figs-activepassive]]) # the Son himself will be subjected ଏହାକୁ ସକ୍ରିୟ ରୂପରେ କହିପାରିବା । ବିକଳ୍ପ ଅନୁବାଦ: ""ପୁତ୍ର ନିଜେ ଅଧିନସ୍ଥ ହୋଇଯିବେ"" (ଦେଖ:[[rc://*/ta/man/translate/figs-activepassive]]) # the Son himself ପୂର୍ବ ପଦରେ ତାହାଙ୍କୁ ""ଖ୍ରୀଷ୍ଟ"" ବୋଲି କୁହାଯାଇଥିଲା । ବିକଳ୍ପ ଅନୁବାଦ: ""ଖ୍ରୀଷ୍ଟ ଅର୍ଥାତ ପୁତ୍ର ନିଜେ # Son ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ଅଟେ ଯାହା ଯୀଶୁ ଓ ଇଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ:[[rc://*/ta/man/translate/guidelines-sonofgodprinciples]])