or_tn/1co/15/01.md

12 lines
1.2 KiB
Markdown

# Connecting Statement:
ପାଉଲ ସେମାନଙ୍କୁ ମନେପକାଇ ଦିଅନ୍ତି ଯେ ସୁସମାଚାର ହିଁ ସେମାନଙ୍କୁ ରକ୍ଷା କରିବ ଏବଂ ସୁସମାଚାର କ’ଣ ଅଟେ ତାହା ସେ ସେମାନଙ୍କୁ ପୁନର୍ବାର ଜଣାଇ ଦେଉଛନ୍ତି । ଏହାପରେ ସେ ସେମାନଙ୍କୁ ଏକ ସଂକ୍ଷିପ୍ତ ଐତିହାସିକ ବିବରଣୀ ପ୍ରଦାନ କରନ୍ତି, ଯାହା ପରିଶେଷରେ କ’ଣ ଘଟିବାକୁ ଯାଉଛି ତହିଁ ସହିତ ସମାପ୍ତ ହୋଇଛି ।
# remind you
ତୁମ୍ଭମାନଙ୍କୁ ମନେରଖିବାରେ ସାହାଯ୍ୟ କରିବ
# on which you stand
ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଗୋଟିଏ ଗୃହ ଏବଂ ସୁସମାଚାର ସତେ ଯେମିତି ଗୋଟିଏ ମୂଳଦୁଆ ଯାହା ଉପରେ ସେହି ଗୃହ ତୋଳାଯାଇଛି । (ଦେଖ:[[rc://*/ta/man/translate/figs-metaphor]])