or_tn/1co/15/01.md

1.2 KiB

Connecting Statement:

ପାଉଲ ସେମାନଙ୍କୁ ମନେପକାଇ ଦିଅନ୍ତି ଯେ ସୁସମାଚାର ହିଁ ସେମାନଙ୍କୁ ରକ୍ଷା କରିବ ଏବଂ ସୁସମାଚାର କ’ଣ ଅଟେ ତାହା ସେ ସେମାନଙ୍କୁ ପୁନର୍ବାର ଜଣାଇ ଦେଉଛନ୍ତି । ଏହାପରେ ସେ ସେମାନଙ୍କୁ ଏକ ସଂକ୍ଷିପ୍ତ ଐତିହାସିକ ବିବରଣୀ ପ୍ରଦାନ କରନ୍ତି, ଯାହା ପରିଶେଷରେ କ’ଣ ଘଟିବାକୁ ଯାଉଛି ତହିଁ ସହିତ ସମାପ୍ତ ହୋଇଛି ।

remind you

ତୁମ୍ଭମାନଙ୍କୁ ମନେରଖିବାରେ ସାହାଯ୍ୟ କରିବ

on which you stand

ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଗୋଟିଏ ଗୃହ ଏବଂ ସୁସମାଚାର ସତେ ଯେମିତି ଗୋଟିଏ ମୂଳଦୁଆ ଯାହା ଉପରେ ସେହି ଗୃହ ତୋଳାଯାଇଛି । (ଦେଖ:rc://*/ta/man/translate/figs-metaphor)