12 lines
1.0 KiB
Markdown
12 lines
1.0 KiB
Markdown
# Connecting Statement:
|
|
|
|
ସେମାନେ ଏହା ଜାଣନ୍ତୁ ବୋଲି ପାଉଲ ଚାହାଁନ୍ତି ଯେ ଯଦିଓ ଶିକ୍ଷାଦାନ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଏହା ଲୋକମାନଙ୍କୁ ପରାମର୍ଶ ଦେଇଥାଏ, ତଥାପି ଏହାକୁ ପ୍ରେମରେ କରାଯିବା ଉଚିତ୍ ।
|
|
|
|
# Pursue love
|
|
|
|
ପାଉଲ ପ୍ରେମ ବିଷୟରେ ଏଭଳି ଭାବରେ କହନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । “ପ୍ରେମର ଅନୁସରଣ କର” ବା “ଲୋକମାନଙ୍କୁ ପ୍ରେମ କରିବା ପାଇଁ କଠିନ ପରିଶ୍ରମ କର” (ଦେଖ:[[rc://*/tw/dict/bible/kt/prophet]])
|
|
|
|
# especially that you may prophesy
|
|
|
|
ଏବଂ ଭାବବାଣୀ କରିବାରେ ସକ୍ଷମ ହେବା ପାଇଁ ବିଶେଷ ଭାବରେ କଠିନ ପରିଶ୍ରମ କର
|