or_tn/1co/14/01.md

1.0 KiB

Connecting Statement:

ସେମାନେ ଏହା ଜାଣନ୍ତୁ ବୋଲି ପାଉଲ ଚାହାଁନ୍ତି ଯେ ଯଦିଓ ଶିକ୍ଷାଦାନ ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ କାରଣ ଏହା ଲୋକମାନଙ୍କୁ ପରାମର୍ଶ ଦେଇଥାଏ, ତଥାପି ଏହାକୁ ପ୍ରେମରେ କରାଯିବା ଉଚିତ୍ ।

Pursue love

ପାଉଲ ପ୍ରେମ ବିଷୟରେ ଏଭଳି ଭାବରେ କହନ୍ତି ସତେ ଯେମିତି ଏହା ଏକ ବ୍ୟକ୍ତି ଅଟେ । “ପ୍ରେମର ଅନୁସରଣ କର” ବା “ଲୋକମାନଙ୍କୁ ପ୍ରେମ କରିବା ପାଇଁ କଠିନ ପରିଶ୍ରମ କର” (ଦେଖ:rc://*/tw/dict/bible/kt/prophet)

especially that you may prophesy

ଏବଂ ଭାବବାଣୀ କରିବାରେ ସକ୍ଷମ ହେବା ପାଇଁ ବିଶେଷ ଭାବରେ କଠିନ ପରିଶ୍ରମ କର