or_tn/1co/13/13.md

729 B

faith, future confidence, and love

ଏହି ଗୁଣବାଚକ ବିଶେଷ୍ୟକୁ ବାକ୍ୟାଂଶରେ କ୍ରିୟା ଭାବରେ ବ୍ୟକ୍ତ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପ୍ରଭୁଙ୍କ ଉପରେ ଭରସା ରଖିବା ଉଚିତ୍, ଦୃଢ଼ବିଶ୍ବାସ ରଖିବା ଉଚିତ୍ ଯେ ସେ ଯାହା ଶପଥ କରିଛନ୍ତି ତାହା କରିବେ, ପୁଣି ତାହାଙ୍କୁ ତଥା ଅନ୍ୟମାନଙ୍କୁ ପ୍ରେମ କରିବା ଉଚିତ୍” (ଦେଖ:rc://*/ta/man/translate/figs-activepassive)