or_tn/1co/13/13.md

4 lines
729 B
Markdown
Raw Permalink Normal View History

2020-11-19 00:15:53 +00:00
# faith, future confidence, and love
ଏହି ଗୁଣବାଚକ ବିଶେଷ୍ୟକୁ ବାକ୍ୟାଂଶରେ କ୍ରିୟା ଭାବରେ ବ୍ୟକ୍ତ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପ୍ରଭୁଙ୍କ ଉପରେ ଭରସା ରଖିବା ଉଚିତ୍, ଦୃଢ଼ବିଶ୍ବାସ ରଖିବା ଉଚିତ୍ ଯେ ସେ ଯାହା ଶପଥ କରିଛନ୍ତି ତାହା କରିବେ, ପୁଣି ତାହାଙ୍କୁ ତଥା ଅନ୍ୟମାନଙ୍କୁ ପ୍ରେମ କରିବା ଉଚିତ୍” (ଦେଖ:[[rc://*/ta/man/translate/figs-activepassive]])